ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘରର ମୁଖ୍ୟ ବା ମୁରବି ଲୋକ
ଉଦାହରଣ : ଆମେ ଆମ ମୁରବିମାନଙ୍କୁ ସମ୍ମାନ କରୁ
ସମକକ୍ଷ : ମୁରବି
ଅନ୍ୟ ଭାଷାରେ ଅନୁବାଦ :हिन्दी
घर का अगुआ या बड़ा आदमी।
ଅର୍ଥ : ଯେଉଁ ବ୍ୟକ୍ତି ଛୋଟପିଲା, ସ୍ତ୍ରୀ ବା ସେପରି ବ୍ୟକ୍ତିମାନଙ୍କର ପାଳନ ପୋଷଣ ବା ଦେଖାଶୁଣା କରନ୍ତି
ଉଦାହରଣ : ଆଜି ବିଦ୍ୟାଳୟରେ ଛାତ୍ରମାନଙ୍କର ଅଭିଭାବକମାନଙ୍କୁ ଡକାଯାଇଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो किसी बालक, स्त्री अथवा ऐसे व्यक्ति की देख-रेख करता हो जो अपनी देख-रेख करने में समर्थ न समझा जाता हो।
A person who cares for persons or property.
ସଂସ୍ଥାପନ କରନ୍ତୁ