ଅର୍ଥ : ଦେଖିବାର ପ୍ରକ୍ରିୟା
ଉଦାହରଣ :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ସମକକ୍ଷ : ଚାହିଁବା, ଦର୍ଶନ କରିବା, ଦେଖିବା
ଅନ୍ୟ ଭାଷାରେ ଅନୁବାଦ :
The act of directing the eyes toward something and perceiving it visually.
He went out to have a look.ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
ଉଦାହରଣ :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ସମକକ୍ଷ : ଦେଖିବା, ପରଖିବା, ପରୀକ୍ଷଣ କରିବା, ପରୀକ୍ଷା କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु, व्यक्ति आदि के गुण, दोष को जाँचना कि यह अमुक काम के योग्य है कि नहीं।
इस छोटे से कार्य के जरिए मैं उसको परख रहा हूँ कि वह मेरे काम का है या नहीं।To look at critically or searchingly, or in minute detail.
He scrutinized his likeness in the mirror.