ଅର୍ଥ : ରୁନ୍ଧିବା ବା ଅଟକାଇବା କାର୍ଯ୍ୟ କରିବା
ଉଦାହରଣ :
ମାଧବ ସବୁ କାମରେ ପ୍ରତିବନ୍ଧକ ଲଗାଉଛି
ସମକକ୍ଷ : ପ୍ରତିବନ୍ଧକ ଲଗାଇବା, ବାଧା ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी काम को रोकने का कार्य करना।
माधव सब कामों में अड़ंगा लगाता है।Engage in delaying tactics or refuse to cooperate.
The President stonewalled when he realized the plot was being uncovered by a journalist.ଅର୍ଥ : ଚାରିଆଡ଼ୁ ରୋକିବା ବା ଘେରାଉକରିବା
ଉଦାହରଣ :
ଗ୍ରାମବାସୀଙ୍କଦ୍ୱାରା ଜଣେ ଚୋରକୁ ଘେରାଉ କରାଗଲା କଣ୍ଟାଳିଆ ତାରରେ ବଗିଚାକୁ ଘେରାଯାଉଛି
ସମକକ୍ଷ : ଘେରାଇବା, ଘେରାଉ କରିବା, ଘେରିବା
ଅନ୍ୟ ଭାଷାରେ ଅନୁବାଦ :