ଅର୍ଥ : ଯାହା ମୂଳ ବା ପ୍ରାଥମିକ ସହ ନିର୍ଭରଶୀଳ ବା ତା ସହିତ ସମ୍ବନ୍ଧିତ
ଉଦାହରଣ :
ଗୌଣ ସଂକ୍ରମଣ ମଧ୍ୟ ଜୀବନ ନେଇପାରେ
ସମକକ୍ଷ : ଗୌଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବାକ୍ୟ ରଚନା ଦୃଷ୍ଟିରୁ ଅପୂର୍ଣ୍ଣ
ଉଦାହରଣ :
ଯୌଗିକ ବାକ୍ୟରେ ଗୋଟିଏ ବା କେତେକ ଗୌଣ ଖଣ୍ଡବାକ୍ୟ ରହିଥାଏ
ସମକକ୍ଷ : ଗୌଣ
ଅନ୍ୟ ଭାଷାରେ ଅନୁବାଦ :
(of a clause) unable to stand alone syntactically as a complete sentence.
A subordinate (or dependent) clause functions as a noun or adjective or adverb within a sentence.