ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପବାଦୀ   ବିଶେଷ୍ୟ

ଅର୍ଥ : ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି

ଉଦାହରଣ : କବୀର ନିନ୍ଦୁକମାନଙ୍କୁ ପାଖରେ ରଖିବାପାଇଁ ଉପଦେଶ ଦେଲେ

ସମକକ୍ଷ : ନିଂଦୁକ, ନିନ୍ଦୁକ


ଅନ୍ୟ ଭାଷାରେ ଅନୁବାଦ :

निंदा करने वाला या दूसरों की बुराई बताने वाला व्यक्ति।

कबीर निंदकों को समीप रखने की सलाह देते हैं।
अपवादी, निंदक, निन्दक

One who attacks the reputation of another by slander or libel.

backbiter, defamer, libeler, maligner, slanderer, traducer, vilifier

ଅପବାଦୀ   ବିଶେଷଣ

ଅର୍ଥ : ଯେ ଅନ୍ୟର ନିନ୍ଦା କରିଚାଲେ

ଉଦାହରଣ : ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ

ସମକକ୍ଷ : ନିନ୍ଦୁକ


ଅନ୍ୟ ଭାଷାରେ ଅନୁବାଦ :

जो दूसरों की निंदा करता रहता हो।

निंदक व्यक्ति जबतक दूसरों की निन्दा नहीं कर लेता तबतक उसे चैन नहीं मिलता।
अपवादक, अपवादिक, अपवादी, अभिसंधक, अभिसन्धक, आक्षेपक, आक्षेपी, निंदक, निन्दक, बदगो