ଅର୍ଥ : ବୈଷ୍ଣବଙ୍କଦ୍ୱାରା କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦରେ ପାଳନ କରାଯାଉଥିବା ଏକ ଉତ୍ସବ
ଉଦାହରଣ :
ଅନ୍ନକୂଟ ଦିନ ନାନା ପ୍ରକାରର ଭୋଜନରେ ଭଗବାନଙ୍କୁ ଭୋଗ ଲାଗି କରାଯାଏ
ସମକକ୍ଷ :
ଅନ୍ନ-କୂଟ
ଅନ୍ୟ ଭାଷାରେ ଅନୁବାଦ :
वैष्णवों के द्वारा कार्तिक शुक्ल प्रतिपदा को मनाया जाने वाला एक उत्सव।
अन्नकूट के दिन नाना प्रकार के भोजनों से भगवान को भोग लगाया जाता है।
अन्न-कूट,
अन्नकूट