ଅର୍ଥ : ଯାହା ସମସ୍ତଙ୍କ ପରେ
ଉଦାହରଣ :
ଗାଁର ଶେଷସୀମାରେ ଏକ ମନ୍ଦିର ଅଛି
ଅନ୍ୟ ଭାଷାରେ ଅନୁବାଦ :
Coming after all others in time or space or degree or being the only one remaining.
The last time I saw Paris.ଅର୍ଥ : ପରାକାଷ୍ଠା ବା ସୀମା ପର୍ଯ୍ୟନ୍ତ ପହଞ୍ଚିଥିବା
ଉଦାହରଣ :
ପୂର୍ଣ୍ଣିମା ରାତିରେ ଚନ୍ଦ୍ରମା ତାର ଚରମ ଉତ୍କର୍ଷତାରେ ପହଞ୍ଚିଥାଏ
ସମକକ୍ଷ : ଚରମ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସବୁଠାରୁ ଆଗରେ ବା ଉପରେ
ଉଦାହରଣ :
ସେ ଏହି କମ୍ପାନୀର ଚରମ ପଦରେ ଆସୀନ
ଅନ୍ୟ ଭାଷାରେ ଅନୁବାଦ :