ଅର୍ଥ : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
ଉଦାହରଣ :
ଚାକରାଣୀ ଅନ୍ତଃପୁର ସଫାକରୁଛି
ସମକକ୍ଷ : ଅନ୍ଦର ମହଲ, ଅବରୋଧ, ଭିତର ଆଡ଼, ଭିତର ସାଲା, ଭିତରପୁର, ଭିତିରି ଖଞ୍ଜା, ଭିତିରି ମହଲ, ହାରେମ୍
ଅନ୍ୟ ଭାଷାରେ ଅନୁବାଦ :
घर का वह भीतरी भाग जिसमें स्त्रियाँ रहती हैं।
नौकरानी जनानखाने की सफाई कर रही है।