ଅର୍ଥ : ଯିଏ ଅନ୍ୟକୁ ଅନୁକରଣ କରେ
ଉଦାହରଣ :
ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
ସମକକ୍ଷ : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
ଅନ୍ୟ ଭାଷାରେ ଅନୁବାଦ :
वह जो अनुकरण करता हो।
नेता के अनुकर्त्ता ने सबको प्रभावित किया।ଅର୍ଥ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
ଉଦାହରଣ :
ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
ସମକକ୍ଷ : ନକଲକାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର ସମାନ ଆଚରଣ କରିବା ବ୍ୟକ୍ତି
ଉଦାହରଣ :
ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ
ଅନ୍ୟ ଭାଷାରେ ଅନୁବାଦ :
Going or proceeding or coming after in the same direction.
The crowd of following cars made the occasion seem like a parade.ଅର୍ଥ : ଅନୁକରଣ କରୁଥିବା ବ୍ୟକ୍ତି
ଉଦାହରଣ :
ପିଲାମାନେ ବଡ଼ଲୋକଙ୍କ ଅନୁକରଣକାରୀ ହୁଅନ୍ତି
ସମକକ୍ଷ : ଅନୁସରଣକାରୀ
ଅନ୍ୟ ଭାଷାରେ ଅନୁବାଦ :
अनुकरण करने वाला।
बच्चे बड़ों के अनुकर्त्ता होते हैं।