ଅର୍ଥ : ପ୍ରବୃତ୍ତିର ଅଭାବ ଅଥବା ଚିତ୍ତ ବା ମନ ନ ନଇଁବାର ଅବସ୍ଥା
ଉଦାହରଣ :
ଉଦ୍ୟମହୀନତା କାରଣରୁ ସେ ଜୀବନରେ ନିରାଶ ହୋଇ ରହିଗଲେ
ସମକକ୍ଷ : ଆଗ୍ରହହୀନତା, ଉଦ୍ୟମହୀନତା, ପ୍ରବୃତ୍ତିହୀନତା, ସ୍ପୃହାହୀନତା
ଅନ୍ୟ ଭାଷାରେ ଅନୁବାଦ :
प्रवृत्ति का अभाव या चित्त या मन का झुकाव न होने की अवस्था।
अप्रवृत्ति के कारण वह जीवन से निराश रहने लगा है।ଅର୍ଥ : ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ
ଉଦାହରଣ :
ପଢ଼ିବାକୁ ତାହାର ଅରୁଚି ରହିଛି
ସମକକ୍ଷ : ଅରୁଚି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କଥା ବା ବସ୍ତୁର ପ୍ରାପ୍ତି ଆଡ଼କୁ ଧ୍ୟାନ ନେଉନଥିବା ମନୋବୃତ୍ତି
ଉଦାହରଣ :
ଇଚ୍ଛାହୀନତା କାରଣରୁ ତାର କୌଣସି କାମରେ ମନ ଲାଗୁନାହିଁ
ସମକକ୍ଷ : ଅନାକାଂକ୍ଷା, ଅସ୍ପୃହା, ଇଚ୍ଛାହୀନତା, ନିସ୍ପୃହତା
ଅନ୍ୟ ଭାଷାରେ ଅନୁବାଦ :
वह मनोवृत्ति जो किसी बात या वस्तु की प्राप्ति की ओर ध्यान नहीं ले जाती हो।
अनिच्छा के कारण उसका किसी काम में मन नहीं लगता।The trait of being unwilling.
His unwillingness to cooperate vetoed every proposal I made.ଅର୍ଥ : ନ ଚାହିଁଲେ ବି
ଉଦାହରଣ :
ବାଧ୍ୟବାଧକତାରେ ମୋତେ ଏହି କାମ କରିବାକୁ ପଡ଼ିଲା
ସମକକ୍ଷ : ନାଚାରହୋଇ, ବାଧ୍ୟବାଧକତା
ଅନ୍ୟ ଭାଷାରେ ଅନୁବାଦ :