ଅର୍ଥ : ଅନାବଶ୍ୟକ ହେବାର ଅବସ୍ଥା ବା ଭାବ
ଉଦାହରଣ :
କୌଣସି ବସ୍ତୁର ଆବଶ୍ୟକତା ବା ଅନାବଶ୍ୟକତା ତାହାର ଉପଯୋଗ ଉପରେ ନିର୍ଭର କରେ
ସମକକ୍ଷ : ଅନୁପଯୋଗିତା, ଉପଯୋଗହୀନତା, ନିରର୍ଥକତା
ଅନ୍ୟ ଭାଷାରେ ଅନୁବାଦ :
अनावश्यक होने की अवस्था या भाव।
किसी वस्तु की आवश्यकता या अनावश्यकता उसके उपयोग पर निर्भर करती है।