ଅର୍ଥ : ଯାହା ଅଭ୍ୟାସ କରାଯାଇ ନାହିଁ
ଉଦାହରଣ :
ସମ୍ରାଟ କ୍ରିକେଟ୍ ଖେଳରେ ଅନଭ୍ୟସ୍ତ
ସମକକ୍ଷ : ଅଭ୍ୟାସହୀନ
ଅନ୍ୟ ଭାଷାରେ ଅନୁବାଦ :
जिसका अभ्यास न किया गया हो।
अनभ्यस्त खेल में सोहन को भाग नहीं लेना चाहिए।ଅର୍ଥ : ଅଭ୍ୟାସ କରୁ ନଥିବା ଲୋକ
ଉଦାହରଣ :
ଅନଭ୍ୟସ୍ତ ମଙ୍ଗଳା କେତେ ଭଲ ତବଲା ବଜାଉଛି!
ସମକକ୍ଷ : ଅନଭ୍ୟାସୀ, ଅଭ୍ୟାସ ରହିତ
ଅନ୍ୟ ଭାଷାରେ ଅନୁବାଦ :
अभ्यास न करने वाला।
अनभ्यस्त मंगला कितना अच्छा तबला बजाती है !।