ଅର୍ଥ : କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ
ଉଦାହରଣ :
କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
A prearranged meeting for consultation or exchange of information or discussion (especially one with a formal agenda).
conferenceଅର୍ଥ : ଯେଉଁ ନର୍ଦ୍ଦିଷ୍ଟ ସମୟରେ କୌଣସି କାମ ଥରେ ଆରମ୍ଭହୋଇ କିଛି ସମୟ ଯାଏଁ ଚାଲୁଥାଏ
ଉଦାହରଣ :
ବିଦ୍ୟାଳୟର ପାଠ୍ୟ ଅଧିବେଶନ ସମାପ୍ତ ହେବାକୁ ଯାଉଛି
ସମକକ୍ଷ : କାର୍ଯ୍ୟକାଳ
ଅନ୍ୟ ଭାଷାରେ ଅନୁବାଦ :