ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୌରବର୍ଷ ପୂର୍ଣ୍ଣ କରିବା ପାଇଁ ଯେଉଁ ତିଥି ଯୋଗକରାଯାଏ
ଉଦାହରଣ : ପ୍ରତି ଚାରି ବର୍ଷରେ ଫେବୃୟାରୀ ମାସରେ ଅଧିଦିନ ଯୋଗକରାଯାଏ
ସମକକ୍ଷ : ଅଧିଦିନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह तिथि जो सौरवर्ष पूर्ण करने के लिए जोड़ी जाती है।
The name of the day that is added during a leap year.
ଅର୍ଥ : ଅଧିବର୍ଷର ଫେବୃଆରୀରେ ଯୋଗ ହେଉଥିବା ଅନ୍ତିମ ଦିନ
ଉଦାହରଣ : ମାନସୀର ଜନ୍ମ ଅଧିଦିବସରେ ହୋଇଥିଲା
अधिवर्ष की फरवरी में जुड़ा अंतिम दिन।
ସଂସ୍ଥାପନ କରନ୍ତୁ