ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରାଜକୀୟ ବା ଲୋକସେବାର ଅନ୍ତର୍ଗତ ବିଭାଗ ଯେଉଁଠି ଅନେକ ତଳିଆ କର୍ମଚାରୀ ଥାନ୍ତି
ଉଦାହରଣ : ସେ ଅଧସ୍ତନ ନିମନ୍ତେ ଦରଖାସ୍ତ ପକାଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
राजकीय या लोक सेवा का वह अंग जिसके अंतर्गत निम्न कोटि के कर्मचारी होते हैं।
ଅର୍ଥ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
ଉଦାହରଣ : ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
ସମକକ୍ଷ : ଅଧୀନ, ନିମ୍ନସ୍ଥ
आज्ञा, अधिकार आदि में किसी के नीचे रहने वाला।
ଅର୍ଥ : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
ଉଦାହରଣ : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
ସମକକ୍ଷ : କନିଷ୍ଠ, ନିମ୍ନସ୍ଥ
जो पद, मर्यादा, योग्यता आदि में छोटा या दूसरों से घटकर हो।
ସଂସ୍ଥାପନ କରନ୍ତୁ