ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମଗଧର ରାଜା ବିମ୍ବିସାରଙ୍କ ପୁତ୍ର
ଉଦାହରଣ : ଅଜାତଶତ୍ରୁ ଗୌତମ ବୁଦ୍ଧଙ୍କ ସମୟରେ ଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मगध के राजा बिम्बसार का पुत्र।
A prince or king in India.
ଅର୍ଥ : ଯାହାର କୌଣସି ଶତ୍ରୁ ନାହିଁ
ଉଦାହରଣ : ଶତ୍ରୁହୀନ ରାଜା ଅନେକ ବର୍ଷ ପର୍ଯ୍ୟନ୍ତ ରାଜଭୋଗ କରନ୍ତି
ସମକକ୍ଷ : ଶତ୍ରୁହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसका कोई शत्रु न हो।
ଅର୍ଥ : ଯେ ଶତ୍ରୁ ନୁହେଁ
ଉଦାହରଣ : ଶତ୍ରୁହୀନ ରାଜାଙ୍କ ରାଜ୍ୟରେ ପ୍ରଜା ସୁଖୀ ଓ ସମ୍ପନ୍ନ ଥାନ୍ତି
जो शत्रु न हो।
ଅର୍ଥ : ଯାହାର କୌଣସି ଶତ୍ରୁ ନାହାନ୍ତି
ଉଦାହରଣ : ସେ ଶତ୍ରୁହୀନ ବ୍ୟକ୍ତି
ସମକକ୍ଷ : ଶତ୍ରୁବିହୀନ, ଶତ୍ରୁହୀନ
ସଂସ୍ଥାପନ କରନ୍ତୁ