അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେଉଁ ଦୁଇ ଜଣ ସମାନ
ഉദാഹരണം : ଏହି ପହିଲିମାନଙ୍କର ଯୋଡ଼ି ଖୁବ୍ ଭଲ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वे दो जो बराबरी के हों।
Two items of the same kind.
അർത്ഥം : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ
ഉദാഹരണം : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି
പര്യായപദങ്ങൾ : ଯୁଗଳ, ଯୁଗ୍ମ, ଯୋଡ଼ା
दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।
A pair who associate with one another.
അർത്ഥം : ଯେ ସଦାବେଳେ କାହା ସହିତ ରହନ୍ତି
ഉദാഹരണം : ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି
പര്യായപദങ്ങൾ : ଯୋଡ଼ିଦାର, ସଙ୍ଗୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह जो हमेशा किसी के साथ रहता हो।
അർത്ഥം : ପୁରୁଷ ଓ ସ୍ତ୍ରୀର ଯୁଗ୍ମ
ഉദാഹരണം : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
പര്യായപദങ്ങൾ : ଯୁଗଳ, ଯୁଗ୍ମ, ଯୋଡ଼ା, ହଳ, ହଳି
नर और मादा का युग्म।
ഇൻസ്റ്റാൾ ചെയ്യുക