അർത്ഥം : ଦିଗନ୍ତବୃତ୍ତର ଚାରିଭାଗରୁ କୌଣସି ଗୋଟିଏର ବିସ୍ତାର
ഉദാഹരണം :
ମୋ ଘର ଏ କ୍ଷେତ୍ରର ଉତ୍ତର ଦିଗରେ ପବନର ଦିଗ ବଦଳି ଯାଇଛି
പര്യായപദങ്ങൾ : ଦିଶା
മറ്റ് ഭാഷകളിലേക്കുള്ള വിവർത്തനം :
The spatial relation between something and the course along which it points or moves.
He checked the direction and velocity of the wind.അർത്ഥം : କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି
ഉദാഹരണം :
ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष कार्य, परिस्थिति आदि के होने या घटने की स्थिति।
आपको शिक्षा के साथ ही उद्योग की दिशा भी बदलनी होगी।അർത്ഥം : କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ
ഉദാഹരണം :
ଆପଣ କେଉଁ ଦିଗକୁ ଯାଉଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
A place within a region identified relative to a center or reference location.
They always sat on the right side of the church.അർത്ഥം : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
ഉദാഹരണം :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
പര്യായപദങ്ങൾ : ପକ୍ଷ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
ഉദാഹരണം :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
പര്യായപദങ്ങൾ : ପକ୍ଷ
മറ്റ് ഭാഷകളിലേക്കുള്ള വിവർത്തനം :