അർത്ഥം : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
ഉദാഹരണം :
ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ରାଗ
ഉദാഹരണം :
ମଲ୍ଲାର ରାଗର ଗୋଟିଏ ପ୍ରକାରଭେଦ ହେଉଛି ଗୁଣ୍ଡ ରାଗ
പര്യായപദങ്ങൾ : ଗୁଣ୍ଡ ରାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଛୋଟଛୋଟ ଖଣ୍ଡ କରିବାର କାର୍ଯ୍ୟ
ഉദാഹരണം :
ଗହମକୁ ଚୂରିଲେ ଗୁଣ୍ଡ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁର ଯେଉଁ ସୂକ୍ଷ୍ମ କଣିକା ବିଶେଷଭାବେ କୌଣସି ବସ୍ତୁ ଆଦି ଉପରେ ବସିଯାଏ ଓ ଝାଡ଼ିଲେ ତାହା ଉଡ଼େ
ഉദാഹരണം :
ଖଳାରେ ଭୂଷି ଗୁଣ୍ଡ ଉଡ଼ୁଛି
പര്യായപദങ്ങൾ : ଗୁଂଡ
മറ്റ് ഭാഷകളിലേക്കുള്ള വിവർത്തനം :
Fine powdery material such as dry earth or pollen that can be blown about in the air.
The furniture was covered with dust.അർത്ഥം : କୌଣସି ପଦାର୍ଥ ଆଦିକୁ ଭାଙ୍ଗି ବା ଖଣ୍ଡଖଣ୍ଡ କରି ତିଆରି ହେଉଥିବା ଛୋଟଛୋଟ ଖଣ୍ଡ
ഉദാഹരണം :
ଗୋଟିଏ କପରେ ବିସ୍କୁଟ ଚୂର୍ଣ୍ଣ,ଚିନି ଏବଂ ୫୦ଗ୍ରାମ କୋକୋ ପାଉଡର ମିଶାଅଶୁଖିଲା ଘାସ ଗୁଣ୍ଡକୁ ଏକାଠି କର
പര്യായപദങ്ങൾ : ଚୂର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :
किसी पदार्थ आदि का टूट कर या तोड़कर बना हुआ छोटा छोटा टुकड़ा।
एक प्याले में बिस्किट का चूरा,शक्कर और ५० ग्राम कोको पावडर मिलाइए।Small piece of e.g. bread or cake.
crumbഅർത്ഥം : ଚୂର୍ଣ୍ଣ କରିବାର କାମ
ഉദാഹരണം :
ଏକ ସ୍ବତନ୍ତ୍ର ପଥରର ଗୁଣ୍ଡରୁ ସିମେଣ୍ଟ ମିଳେ
പര്യായപദങ്ങൾ : ଚୂର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦାର୍ଥଆଦିର ଚୂର୍ଣ୍ଣ ବା ଭଙ୍ଗା ଖଣ୍ଡ
ഉദാഹരണം :
ନିମ୍ବର ପତ୍ରଗୁଡ଼ିକୁ ଶୁଖାଇ ଏବଂ ତାକୁ ଚୂର୍ଣ୍ଣକରି ଘାଆଆଦିରେ ଲଗାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization