ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଇନିଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଇନିଜ   ବିଶେଷ୍ୟ

ଅର୍ଥ : ଚୀନ ଦେଶର ନିବାସୀ

ଉଦାହରଣ : କେତେକ ଚୀନବାସୀ ମୋର ଉତ୍ତମ ସାଙ୍ଗ

ସମକକ୍ଷ : ଚୀନ ନିବାସୀ, ଚୀନବାସୀ, ଚୀନୀ


ଅନ୍ୟ ଭାଷାରେ ଅନୁବାଦ :

चीन देश में रहनेवाला व्यक्ति।

कई चीनी मेरे अच्छे दोस्त हैं।
चाइनीज़, चाइनीस, चीन निवासी, चीनवासी, चीनी

A native or inhabitant of Communist China or of Nationalist China.

chinese

ଚାଇନିଜ   ବିଶେଷଣ

ଅର୍ଥ : ଚୀନ ଦେଶର ବା ଚୀନ ଦେଶ ସଂବନ୍ଧିତ

ଉଦାହରଣ : ଏହା ଚୀନୀ ରେଶମରେ ତିଆରି ହୋଇଛି

ସମକକ୍ଷ : ଚୀନୀ, ଚୀନୀୟ


ଅନ୍ୟ ଭାଷାରେ ଅନୁବାଦ :

चीन देश का या वहाँ के निवासी, भाषा, संस्कृति इत्यादि से संबंधित।

यह चीनी रेशम का बना है।
चीनी वैज्ञानिकों का एक दस्ता कल ही यहाँ आया है।
।
चाइनीज़, चाइनीस, चीन का, चीनी

Of or pertaining to China or its peoples or cultures.

Chinese food.
chinese