ଅର୍ଥ : ଲାଭର ଏହି ଅଂଶ ଯାହା ନିୟୋଜକ କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ
ଉଦାହରଣ :
ଏ ବର୍ଷ ହାରାହାରି ଦଶ ହଜାର ଟଙ୍କା ବୋନସ ମିଳିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏହି ଧନ ଯହା କୌଣସି କର୍ମଚାରୀଙ୍କ ପାରିଶ୍ରମିକ ବା ବେତନ ବାଦ ଦିଆଯାଇଥାଏ
ଉଦାହରଣ :
ଦୀପାବଳୀରେ ସବୁ ସେବକ ନିଜ ମାଲିକଙ୍କଠାରୁ ବୋନସ୍ ଆଶା କରନ୍ତି
ସମକକ୍ଷ : ଇନସେଣ୍ଟିଭ୍, ବୋନସ୍
ଅନ୍ୟ ଭାଷାରେ ଅନୁବାଦ :
वह धन जो किसी कर्मचारी को उसके पारिश्रमिक या वेतन के अलावा दिया जाय।
दीवाली के समय सभी नौकर अपने मालिक से बोनस की अपेक्षा रखते हैं।