അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
ഉദാഹരണം : ଏକ ଆଉ ଏକ ମିଶି ଦୁଇ ହୁଏ
പര്യായപദങ്ങൾ : ଏକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
इकाइयों में सबसे छोटी और पहली पूरी संख्या या इसको दर्शाने वाला अंक।
The smallest whole number or a numeral representing this number.
അർത്ഥം : ଶହେ ହଜାର ଥିବା ସଂଖ୍ୟା
ഉദാഹരണം : ତୁମେ କହିପାରିବ କି ଏକ ଲକ୍ଷ୍ୟରେ କେତୋଟି ଶୂନ୍ୟ ଅଛି?
പര്യായപദങ്ങൾ : 00, 000, 1, ଏକଲକ୍ଷ୍ୟ
सौ हज़ार की संख्या।
The cardinal number that is the fifth power of ten.
അർത്ഥം : ଶହେ ଲକ୍ଷ୍ୟ ଥିବା ସଂଖ୍ୟା
ഉദാഹരണം : ଏକ କୋଟିରେ ଏକ ପରେ ସାତୋଟି ଶୂନ୍ୟ ଅଛି
പര്യായപദങ്ങൾ : 00, 000, 10000000, ଏକକୋଟି
सौ लाख की संख्या।
The number that is represented as a one followed by 7 zeros. Ten million.
അർത്ഥം : ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍
ഉദാഹരണം : ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ
പര്യായപദങ്ങൾ : ଏକ, ଗୋଟିଏ, ଜଣେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अकेला या गिनती में शून्य से ऊपर तथा दो से कम।
ഇൻസ്റ്റാൾ ചെയ്യുക