അർത്ഥം : ୟୁନାଇଟେଡ଼ ଷ୍ଟେଟ ବା ସଂଘୀୟ ରାଜ୍ୟ (ବିଶେଷକରି ଆମେରିକା ଗୃହଯୁଦ୍ଧ ସମୟର ଉତ୍ତର ରାଜ୍ୟ)
ഉദാഹരണം :
ଲୀ ମେରୀଲ୍ୟାଣ୍ଡକୁ ୟୁନିୟନରୁ ଅଲଗା କରିବାକୁ ଚାହୁଁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ
ഉദാഹരണം :
ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ
പര്യായപദങ്ങൾ : ସଂଘ
മറ്റ് ഭാഷകളിലേക്കുള്ള വിവർത്തനം :
A political unit formed from previously independent people or organizations.
The Soviet Union.അർത്ഥം : ପ୍ରଥମରୁ ସ୍ୱତନ୍ତ୍ର ବା ଆତ୍ମନିର୍ଭର ଲୋକଙ୍କଦ୍ୱାରା ବା ସଂସ୍ଥାନଦ୍ୱାରା ପ୍ରସ୍ତୁତ ହୋଇଥିବା ଗୋଟିଏ ରାଜନୈତିକ ମଣ୍ଡଳ
ഉദാഹരണം :
ଏହି ସମ୍ମେଳନୀରେ ୟୁରୋପୀୟ ସଙ୍ଗର ପ୍ରତିନିଧି ମଧ୍ୟ ଭାଗ ନେବେ ବଡ଼ବଡ଼ କମ୍ପାନୀମାନେ ମଧ୍ୟ ନିଜର ଗୋଟିଏ ସଙ୍ଘ ବନାଇଛନ୍ତି
പര്യായപദങ്ങൾ : ସଙ୍ଘ
മറ്റ് ഭാഷകളിലേക്കുള്ള വിവർത്തനം :
A political unit formed from previously independent people or organizations.
The Soviet Union.