അർത്ഥം : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
ഉദാഹരണം :
ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
പര്യായപദങ്ങൾ : ଉତ୍ପନ୍ନ ହେବା, ଘଟିବା, ପରିଣତ ହେବା, ସଂପାଦିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
Arrive at a certain condition through repeated motion.
The stitches of the hem worked loose after she wore the skirt many times.അർത്ഥം : କୌଣସି ବିଶିଷ୍ଟ ବା ନିଶ୍ଚିତ ଅବସ୍ଥା ବା ସ୍ଥିତିରେ ରହିବା
ഉദാഹരണം :
ମୁଁ ଅସୁବିଧାରେ ଅଛି ଆପଣ ଭଲରେ ଅଛନ୍ତି
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
ഉദാഹരണം :
ରାମ ସେ କୋଠରୀରେ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.അർത്ഥം : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
ഉദാഹരണം :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष अवस्था में होना या किसी विशेष अवस्था का होना।
यहाँ मौसम अधिकतर एक जैसा रहता है।അർത്ഥം : ପ୍ରତିରୂପ ହେବା
ഉദാഹരണം :
ମାନସ ପୂରାପୂରି ନିଜ ମାଆ ପରି ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମ୍ବନ୍ଧ ବା ସଂପର୍କରେ କିଛି ହେବା
ഉദാഹരണം :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
പര്യായപദങ്ങൾ : ଲାଗିବା, ସମ୍ପର୍କ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସହାୟତା ବିନା ନିଜେନିଜେ ହୋଇଯିବା
ഉദാഹരണം :
ପବନ ଧିମା ହୋଇଗଲା
പര്യായപദങ്ങൾ : ଘଟିବା, ପରିଣତ ହେବା, ହୋଇଯିବା
മറ്റ് ഭാഷകളിലേക്കുള്ള വിവർത്തനം :
Happen, occur, take place.
I lost my wallet; this was during the visit to my parents' house.അർത്ഥം : ଘଟଣା ରୂପରେ ହେବା
ഉദാഹരണം :
ମୋ ଆଖି ସାମ୍ନାରେ ସେ ଦୁର୍ଘଟନା ଘଟିଲା
പര്യായപദങ്ങൾ : ଘଟିତ ହେବା, ଘଟିବା
മറ്റ് ഭാഷകളിലേക്കുള്ള വിവർത്തനം :
Come to pass.
What is happening?.അർത്ഥം : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
ഉദാഹരണം :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
പര്യായപദങ്ങൾ : ଘଟିବା, ଥିବା, ରହିବା, ସଂପର୍କ ଥିବା
മറ്റ് ഭാഷകളിലേക്കുള്ള വിവർത്തനം :
Have a personal or business relationship with someone.
Have a postdoc.