അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଧାତୁ ତିଆରି ଜଞ୍ଜିର
ഉദാഹരണം : କବାଟର ଜଞ୍ଜିର ଲଗେଇକି ଯିବ
പര്യായപദങ്ങൾ : କିଳିଣି, ଜଞ୍ଜିର
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
धातु का कुंडा।
അർത്ഥം : ଦ୍ୱାରର ଚୌକାଠ ବା ବନ୍ଧରେ ଲାଗିଥିବା ଗୋଲାକାର ବସ୍ତୁ ଯେଉଁଥିରେ ଶିକୁଳି ଲଗାଯାଏ
ഉദാഹരണം : କବାଟ ବନ୍ଦ କରିବାପାଇଁ ସୀତା ଶିକୁଳିକୁ କୁନ୍ଦାରେ ଲଗେଇଦେଲା
പര്യായപദങ്ങൾ : କୁନ୍ଦା, କୁହୁଣ୍ଡା, ସୋରିଷିଆ
दरवाजे की चौखट या पल्ले में लगी हुई वह गोलनुमा वस्तु जिसमें साँकल अटकाई जाती है।
അർത്ഥം : ଲଙ୍ଗରର ଆଙ୍କୁଶ ବା ମୁନିଆ ଅଙ୍କୁଶଦାର ଭାଗ
ഉദാഹരണം : ଲଙ୍ଗର ପଡିବାମାତ୍ରେ ସୁପଡା ମାଟିରେ ପଶିଯାଏ
പര്യായപദങ്ങൾ : ସୁପଡା
लंगर का अँकुड़ा या नुकीला अँकुसीदार भाग।
ഇൻസ്റ്റാൾ ചെയ്യുക