അർത്ഥം : ମୂଳରୁ ପ୍ରାପ୍ତ କଟୁ ଗନ୍ଧ ନିର୍ଯାସ ବିଶେଷ କରି ଗୋଟିଏ ବୃକ୍ଷ
ഉദാഹരണം :
ହେଙ୍ଗୁରୁ ଏହି ନାମରେ ଏକ ବହୁତ ଉପଯୋଗୀ ବସ୍ତୁ ପ୍ରାପ୍ତ ହୋଇଥାଏ ଯାହା ମସଲା, ଔଷଧ ଆଦିରେ ବ୍ୟବହାର ହୁଏ
പര്യായപദങ്ങൾ : ହେଙ୍ଗୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଫଗାନିସ୍ତାନ ଏବଂ ପାରସ୍ୟରେ ହେଉଥିବା ଏକ ପ୍ରକାର ଛୋଟ ଗଛର ଅଠା ବା ଦୁଧ ଯେଉଁଥିରୁ ବହୁତ ତୀବ୍ର ଗନ୍ଧ ବାହାରେ
ഉദാഹരണം :
ଔଷଧ ତଥା ମସଲାରୂପେ ହିଙ୍ଗୁର ବ୍ୟବହାର କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :