അർത്ഥം : କ୍ଷମତାରେ ଥିବା ବା କ୍ଷମତାକୁ ଯାଉଥିବା ବିଶେଷକରି କମଜୋର୍ ଏବଂ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ମନରେ ହେଉଥିବା କଷ୍ଟ
ഉദാഹരണം :
ନିର୍ଦ୍ଦୋଷ ପ୍ରଜାଙ୍କ ହାହାକାର ଅତ୍ୟାଚାରୀ ରାଜାଙ୍କ ବିନାଶର କାରଣ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘାବରେଇଯିବା ସମୟରେ ହାୟ ହାୟ ଡାକ ବା ଚିତ୍କାର
ഉദാഹരണം :
ଅତର୍କିତ ଆସିଥିବା ଭୀଷଣ ତୋଫାନ ଯୋଗୁଁ ଚାରିଆଡ଼େ ହାହାକାର ପଡ଼ିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
A cry of sorrow and grief.
Their pitiful laments could be heard throughout the ward.