അർത്ഥം : ଛଳ-କପଟ ବା ଅନ୍ୟ କୌଣସି ପ୍ରକାର ଅନାଚାର କରିବା ଅବସ୍ଥା ବା ଭାବ
ഉദാഹരണം :
ବେଇମାନୀ ଧନ କେବେ ରହେ ନାହିଁ
പര്യായപദങ്ങൾ : ଅନ୍ୟାଅର୍ଜିତ, ବେଇମାନୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
ഉദാഹരണം :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
പര്യായപദങ്ങൾ : ଜାରଜ, ବର୍ଣ୍ଣସଙ୍କର, ସଙ୍କର, ହାରମଜାଦା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନୀଚ ଓ ପାଜି
ഉദാഹരണം :
ସେ ଏକ ନମ୍ବରର ଲଫଙ୍ଗା
മറ്റ് ഭാഷകളിലേക്കുള്ള വിവർത്തനം :