അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ഉദാഹരണം : କାହାରି କ୍ଷତି କରନାହିଁ
പര്യായപദങ്ങൾ : ଅକଲ୍ୟାଣ, ଅପକାର, ଅମଙ୍ଗଳ, ଅହିତ, କ୍ଷତି, ନୋକସାନ, ଲୋକସାନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
उपकार के विपरीत काम या अनुचित या बुरा काम।
A damage or loss.
അർത്ഥം : କୌଣସି ବେପାରଆଦିରେ ହେଉଥିବା କ୍ଷତି
ഉദാഹരണം : ଏହି ବେପାରରେ ମୋର ଖାଲି କ୍ଷତି ହେଲା
പര്യായപദങ്ങൾ : କ୍ଷତି, ଘାଟା, ଲୋକସାନ
किसी लेन-देन, व्यापार आदि में होने वाली आर्थिक कमी।
Gradual decline in amount or activity.
അർത്ഥം : ଖରାପ ବା କଷ୍ଟକର ହୋଇଥିବା ପରିଣାମ
ഉദാഹരണം : ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
പര്യായപദങ്ങൾ : କ୍ଷତି
बुरा या तकलीफ के रूप में होने वाला परिणाम।
The occurrence of a change for the worse.
അർത്ഥം : କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
ഉദാഹരണം : ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ
പര്യായപദങ്ങൾ : ଅନିଷ୍ଟ, କ୍ଷତି, କ୍ଷୟ, ଲୋକସାନି
किसी मूर्त या अमूर्त चीज के खोने, खराब या क्षीण होने अथवा किसी के द्वारा नष्ट किए जाने पर होने वाली हानि।
ഇൻസ്റ്റാൾ ചെയ്യുക