അർത്ഥം : ଯେଉଁ ବଜାରରେ ଗୋଟିଏ ପ୍ରକାରର ଜିନିଷ କୌଣସି ନିର୍ଦ୍ଦିଷ୍ଟ ସମୟରେ ଆସି ବିକ୍ରି ହୁଏ
ഉദാഹരണം :
ବରାରରେ ପ୍ରତିବର୍ଷ ବଳଦଙ୍କ ହାଟ ବସେ
മറ്റ് ഭാഷകളിലേക്കുള്ള വിവർത്തനം :
The world of commercial activity where goods and services are bought and sold.
Without competition there would be no market.അർത്ഥം : ଯେଉଁ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟ, ତିଥି,ବାର ବା ଅବସରରେ ଜିନିଷପତ୍ର କିଣାବିକା ହୁଏ
ഉദാഹരണം :
ପିଲାଙ୍କପାଇଁ ହାଟରୁ ପୋଷାକ ନେବାକୁ ହେବ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ନିଶ୍ଚିତ ସମୟ, ତିଥି, ବାର ବା ଅବସରରେ ଦୋକାନ ଖୋଲିବା ପ୍ରକ୍ରିୟା
ഉദാഹരണം :
ଏଠାରେ ପ୍ରତ୍ୟେକ ଶନିବାର ଦିନ ହାଟ ବସେ
പര്യായപദങ്ങൾ : ସାପ୍ତାହିକ ବଜାର