അർത്ഥം : ପ୍ରତିଯୋଗିତା, ଯୁଦ୍ଧ, ଖେଳଆଦିରେ ସଫଳ ନହେବାରୁ ଏସଂପର୍କିତ ବସ୍ତୁଗୁଡ଼ିକୁ ହରାଇବା
ഉദാഹരണം :
ରାମନାଥ ଜୁଆରେ ପାଞ୍ଚ ହଜାର ଟଙ୍କା ହରାଇଲା
പര്യായപദങ്ങൾ : ହାରିବା
മറ്റ് ഭാഷകളിലേക്കുള്ള വിവർത്തനം :
प्रतियोगिता,युद्ध,खेल आदि में सफल न होने के कारण हाथ से उसे या उससे संबंध रखनेवाली चीज़े जाने देना।
रामनाथ जुए में पाँच हज़ार हार गया।അർത്ഥം : ପ୍ରତିଯୋଗିତାରେ ବିପକ୍ଷ ଦଳକୁ ହରେଇବା
ഉദാഹരണം :
ସାଇକେଲ ପ୍ରତିଯୋଗିତାରେ ମହେଶ ସୁରଜକୁ ହରେଇଲା
പര്യായപദങ്ങൾ : ପରାଜିତ କରିବା, ପରାସ୍ତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
प्रतियोगिता में विपक्षी को हराना या पीछे छोड़ना।
साइकिल दौड़ में महेश ने सूरज को पछाड़ दिया।Win a victory over.
You must overcome all difficulties.അർത്ഥം : କୌଣସି ଅବସ୍ଥା,କାର୍ଯ୍ୟ,ସମୟ ଆଦି ହାତଛଡ଼ା କରିବା
ഉദാഹരണം :
ସେ ସୁବର୍ଣ୍ଣ ସୁଯୋଗ ହରାଇଲା ସେ ନିଜ ଇଜ୍ଜତ ହରେଇଲା
പര്യായപദങ്ങൾ : ହରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନଷ୍ଟ ବା ବରବାଦ କରିବା
ഉദാഹരണം :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
പര്യായപദങ്ങൾ : ଉଡ଼ାଇ ଦେବା, ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହାରିବା
മറ്റ് ഭാഷകളിലേക്കുള്ള വിവർത്തനം :
नष्ट या बरबाद करना।
ठाकुर के बेटे ने जुए में खूब पैसा फूँका।