അർത്ഥം : ଚୋରି କରିବାପାଇଁ ପ୍ରବୃତ୍ତ କରିବା
ഉദാഹരണം :
ଜଗୁଆଳି କାରଖାନାର ଜିନିଷ ଚୋରାଇଲା
പര്യായപദങ്ങൾ : ଅପହୃତ କରିବା, ଚୋରାଇବା, ଚୋରିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
ഉദാഹരണം :
ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
പര്യായപദങ്ങൾ : ଅପହରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।