അർത്ഥം : ଯୁଦ୍ଧପାଇଁ ବ୍ୟବହୃତ ହତିଆର
ഉദാഹരണം :
ଭାରତ ବିଦେଶରୁ ଅସ୍ତ୍ର-ଶସ୍ତ୍ର କିଣୁଛି
പര്യായപദങ്ങൾ : ଅସ୍ତ୍ର-ଶସ୍ତ୍ର, ଆୟୁଧ
മറ്റ് ഭാഷകളിലേക്കുള്ള വിവർത്തനം :
लड़ाई के हथियार या साधन।
भारत विदेशों से अस्त्र-शस्त्र खरीदता है।അർത്ഥം : ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ
ഉദാഹരണം :
ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା
പര്യായപദങ്ങൾ : ଅସ୍ତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ
ഉദാഹരണം :
ବାଣ ଏକ ଅସ୍ତ୍ର
പര്യായപദങ്ങൾ : ଅସ୍ତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
A weapon that is forcibly thrown or projected at a targets but is not self-propelled.
missile, projectileഅർത്ഥം : କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ
ഉദാഹരണം :
କୁରାଢ଼ି ଏକ ସାମାନ୍ୟ ଉପକରଣ
മറ്റ് ഭാഷകളിലേക്കുള്ള വിവർത്തനം :
A device that requires skill for proper use.
instrument