അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ഉദാഹരണം : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
പര്യായപദങ്ങൾ : ଅବରୋଧ, ଗେରଦ, ଘେର, ଘେରଉ, ଘେରା, ପାଚେରୀ, ବାଡ଼
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
അർത്ഥം : କାନ୍ଥଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ
ഉദാഹരണം : ପିଲାମାନେ ହତାରେ ଖେଳୁଛନ୍ତି
പര്യായപദങ്ങൾ : ଘେର, ଘେରଦ
दीवार आदि से घिरा हुआ स्थान।
An enclosure of residences and other building (especially in the Orient).
അർത്ഥം : ତାସଖେଳରେ ଏକାଥରକେ ପଡ଼ୁଥିବା ଯେଉଁ ତାସ ପତା ତାପରେ ଖେଳରୁ ବାହାର ହୋଇଯାଏ
ഉദാഹരണം : ମୋର ସାତଥର ହାତ ହୋଇସାରିଲାଣି
പര്യായപദങ്ങൾ : ହାତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
ताश के खेल में एक दौर में गिरने वाले पत्ते जो उसके बाद खेल से बाहर हो जाएँ।
അർത്ഥം : ଚାରି ପଟୁ ଘେରା ହୋଇଥିବା ବଡ଼ ପଡ଼ିଆ
ഉദാഹരണം : ଗାଈ ଗେରଦରେ ଚରୁଛି
പര്യായപദങ്ങൾ : ଆଖନ୍ଦ, ଗେରଦ, ଘେରା
चारों ओर से घिरा हुआ बड़ा मैदान।
ഇൻസ്റ്റാൾ ചെയ്യുക