അർത്ഥം : ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା
ഉദാഹരണം :
ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ
പര്യായപദങ്ങൾ : ଛଟେଇକରିବା, ବାହାରକରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य या पद पर नियुक्त व्यक्ति को उसके पद या कार्य से अलग करना।
व्यवस्थापक ने कुछ भ्रष्ट कर्मचारियों को उनके पद से हटाया।Remove from a position or an office.
removeഅർത്ഥം : ପ୍ରଥା ଆଦିର ଅନ୍ତ କରିବା
ഉദാഹരണം :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
പര്യായപദങ്ങൾ : ଉଚ୍ଛେଦକରିବା, ଉଠେଇବା, ବନ୍ଦକରିବା, ସମାପ୍ତକରିବା
മറ്റ് ഭാഷകളിലേക്കുള്ള വിവർത്തനം :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।അർത്ഥം : ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା
ഉദാഹരണം :
ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ
പര്യായപദങ്ങൾ : ଘୁଞ୍ଚାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଧିକ ମାନ, ସଂଖା ଆଦିରୁ ଛୋଟ ମାନ ବା ସଂଖ୍ୟା ଆଦି ବାହାରକରି ଅଲଗା କରିବା
ഉദാഹരണം :
ସେ ହିସାବ କରିବାପାଇଁ ପନ୍ଦରରୁ ସାତ ଫେଡ଼ିଲା
പര്യായപദങ്ങൾ : ଫେଡ଼ିବା, ବିଯୁକ୍ତ କରିବା, ବିୟୋଗକରିବା
മറ്റ് ഭാഷകളിലേക്കുള്ള വിവർത്തനം :