അർത്ഥം : କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରିବା
ഉദാഹരണം :
ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ
പര്യായപദങ്ങൾ : ପୀଡ଼ିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी को मानसिक या शारीरिक तौर पर पीड़ित करना।
शादी के बाद गीता के ससुरालवालों ने उसे बहुत सताया।അർത്ഥം : କୌଣସି ପଦାର୍ଥର ଅଭାବଜନିତ ଦୁଃଖ ଦେବା
ഉദാഹരണം :
ନିର୍ବାଚନ ସମୟରେ ନେତାମାନେ ପ୍ରତିଶୃତି ଦେଇ ନିର୍ବାଚନରେ ଜିତିବା ପରେ ଲୋକମାନଙ୍କୁ ହଇରାଣ କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
किसी पदार्थ के अभाव का दुख देना।
चुनाव के समय नेता वादे करते हैं और चुनाव जीतने के बाद तरसाते हैं।അർത്ഥം : ଝଞ୍ଜଟରେ ପକାଇବା
ഉദാഹരണം :
ସେ ମୋତେ ଅସୁବିଧାରେ ପକାଇଲା
പര്യായപദങ്ങൾ : ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ସମସ୍ୟାରେ ପକାଇବା
മറ്റ് ഭാഷകളിലേക്കുള്ള വിവർത്തനം :
To cause inconvenience or discomfort to.
Sorry to trouble you, but....