അർത്ഥം : ଆତଙ୍କିତ ହେବା କାରଣରୁ ଜନ ସାଧାରଣଙ୍କ ମଧ୍ୟରେ ହେଉଥିବା କୋଳାହଳ ଏବଂ ଧାଁ ଦୌଡ଼
ഉദാഹരണം :
ଗାଁରେ ଡାକୁମାନେ ପଶିବାକ୍ଷଣି ହଇଚଇ ଆରମ୍ଭ ହୋଇଗଲା
പര്യായപദങ്ങൾ : ହୋ-ହାଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚଞ୍ଚଳ ବା ଆତୁରତା କାରଣରୁ ହେଉଥିବା ଅସ୍ଥିରଭାବ
ഉദാഹരണം :
ଅଚାନକ ନିଆଁ ଲାଗିଯିବା ଫଳରେ ହଇଚଇ ପଡ଼ିଗଲା
പര്യായപദങ്ങൾ : ହରବର
മറ്റ് ഭാഷകളിലേക്കുള്ള വിവർത്തനം :
जल्दी या उतावलेपन के कारण होनेवाली घबराहट।
अचानक आग लगने पर हड़बड़ी मच गई।അർത്ഥം : ଲୋକଙ୍କ ମଧ୍ୟରେ ହଇଚଇ ବା ଡର ସୃଷ୍ଟି କରୁଥିବା ଅବସ୍ଥା
ഉദാഹരണം :
ଗୁଳି ଚାଲିବା ମାତ୍ରେ ବଜାରରେ ଆତଙ୍କ ଖେଳିଗଲା
പര്യായപദങ്ങൾ : ଆତଙ୍କ
മറ്റ് ഭാഷകളിലേക്കുള്ള വിവർത്തനം :