അർത്ഥം : ଯେ ନିଜର ଅଧିକାରକୁ ନିଜ ଇଚ୍ଛା ଅନୁସାରେ ଉପଯୋଗ କରେ
ഉദാഹരണം :
ଏହି କମ୍ପାନୀର ମାଲିକ ଜଣେ ସ୍ୱେଚ୍ଛାଚାରୀ, ସେ କର୍ମଚାରୀଙ୍କର କୌଣସି କଥା ଶୁଣେ ନାହିଁ ହିଟଲର୍ ଜଣେ ବହୁତ ବଡ଼ ସ୍ୱେଚ୍ଛାଚାରୀ ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
वह जो अपने अधिकारों का बहुत मनमाना उपयोग करे।
इस कंपनी का मालिक तानाशाह है वह कर्मचारियों की एक भी नहीं सुनता है।അർത്ഥം : ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ
ഉദാഹരണം :
କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି
പര്യായപദങ്ങൾ : ଇଚ୍ଛାନୁବର୍ତ୍ତି, ସ୍ୱଚ୍ଛନ୍ଦ, ସ୍ୱତନ୍ତ୍ର, ସ୍ୱାଧୀନ
മറ്റ് ഭാഷകളിലേക്കുള്ള വിവർത്തനം :
अपनी इच्छा के अनुसार सब काम कर सकने वाला।
कुछ लोग स्वच्छंद जीवन जीना चाहते हैं।അർത്ഥം : ଯାହା ନିଜ ଇଛାନୁସାରେ ହୋଇଥାଏ
ഉദാഹരണം :
ଜଣେ ବଡ଼ ଅଧିକାରୀ ତାଙ୍କ ବିଭାଗରେ କେତେକ ମନମୁଖୀ ନିଯୁକ୍ତି କରିଛନ୍ତି ମନମୁଖୀ ନିଯୁକ୍ତିଗୁଡ଼ିକର ଯାଞ୍ଚ ହେବା ଦରକାର
പര്യായപദങ്ങൾ : ମନମୁଖୀ
മറ്റ് ഭാഷകളിലേക്കുള്ള വിവർത്തനം :
Determined by chance or impulse or whim rather than by necessity or reason.
A capricious refusal.