അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସ୍ୱୀକାର କରିବା କ୍ରିୟା ବା ଭାବ
ഉദാഹരണം : ଏହି ଯୋଜନାକୁ ଚାଲୁ କରିବାପାଇଁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି
പര്യായപദങ്ങൾ : ଅଂଗୀକାର, ମଂଜୁରୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
स्वीकार करने की क्रिया या भाव।
Approval to do something.
അർത്ഥം : କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
ഉദാഹരണം : ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚିତ ନୁହେଁ
പര്യായപദങ്ങൾ : ଅନୁଜ୍ଞା, ଅନୁମତି, ଆଜ୍ଞା
कोई काम करने से पहले उसके संबंध में बड़ों से मिलने या ली जाने वाली स्वीकृति जो बहुत-कुछ आज्ञा के रूप में होती है।
Permission to do something.
അർത്ഥം : ହଁ କରିବାର ପ୍ରକ୍ରିୟା
ഉദാഹരണം : ବାପାଙ୍କ ସ୍ୱୀକୃତି ପରେ ଯାଇ ମୁଁ ଏ କାମ କରିବି
പര്യായപദങ്ങൾ : ସମ୍ମତି
हाँ कहने की क्रिया।
An affirmative.
ഇൻസ്റ്റാൾ ചെയ്യുക