അർത്ഥം : ଯାହାକୁ ସହମତି ମିଳିଛି ବା ଯାହା ସ୍ୱୀକାର କରାଯାଇଛି
ഉദാഹരണം :
ସରକାରଙ୍କଦ୍ୱାରା ସ୍ୱୀକୃତ ଏହି ପରିଯୋଜନା ଅତିଶୀଘ୍ର ଆରମ୍ଭ ହେବ
പര്യായപദങ്ങൾ : ମଞ୍ଜୁର, ସହମତି ପ୍ରାପ୍ତ, ସ୍ୱୀକୃତି ପ୍ରାପ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
जिसे आधिकारिक रूप से मान्यता मिली हो या जिसे स्वीकार कर लिया गया हो।
ये सब मान्यताप्राप्त शिक्षण संस्थाएँ हैं।Generally approved or compelling recognition.
Several accepted techniques for treating the condition.അർത്ഥം : ଯାହା ସ୍ୱୀକାର କରାଯାଇଛି
ഉദാഹരണം :
ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା
പര്യായപദങ്ങൾ : ମଞ୍ଜୁରୀପ୍ରାପ୍ତ, ମାନ୍ୟ
അർത്ഥം : ଯାହକୁ ଅନୁମତି ଦିଆଯାଇଛି
ഉദാഹരണം :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
പര്യായപദങ്ങൾ : ଅନୁଜ୍ଞାତ, ଅନୁମତି ପ୍ରାପ୍ତ, ଅନୁମୋଦିତ
മറ്റ് ഭാഷകളിലേക്കുള്ള വിവർത്തനം :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।അർത്ഥം : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
ഉദാഹരണം :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
പര്യായപദങ്ങൾ : ଅନୁଜ୍ଞାପିତ, ଅନୁମତି ପ୍ରାପ୍ତ