അർത്ഥം : ସହମତ ହେବା
ഉദാഹരണം :
ମୁଁ ଆପଣଙ୍କ କଥା ମାନୁଛି
പര്യായപദങ്ങൾ : ମାନିବା, ରାଜି ହେବା, ସମ୍ମତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
सहमत होना।
मैं आपकी बात मानता हूँ।അർത്ഥം : ପରୀକ୍ଷା ବା ପ୍ରମାଣପାଇଁ ସ୍ୱୀକାର କରିବା
ഉദാഹരണം :
ନ୍ୟାୟାଳୟ ଆପଣଙ୍କ ମିଥ୍ୟା ତର୍କକୁ ସ୍ୱୀକାର କରିବନାହିଁ
പര്യായപദങ്ങൾ : ଗ୍ରହଣ କରିବା, ମାନିନେବା
മറ്റ് ഭാഷകളിലേക്കുള്ള വിവർത്തനം :
* परीक्षण या प्रमाण के लिए स्वीकार करना।
न्यायालय आपके झूठे तर्कों को नहीं स्वीकारेगा।അർത്ഥം : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
ഉദാഹരണം :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
പര്യായപദങ്ങൾ : ଗ୍ରହଣ କରିବା, ନେବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।