അർത്ഥം : ସ୍ୱାର୍ଥକୁ ନେଇ ସମ୍ପର୍କ
ഉദാഹരണം :
ସାରା ସଂସାର ସ୍ୱାର୍ଥରେ ଗଢା
മറ്റ് ഭാഷകളിലേക്കുള്ള വിവർത്തനം :
Stinginess resulting from a concern for your own welfare and a disregard of others.
selfishnessഅർത്ഥം : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
ഉദാഹരണം :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
പര്യായപദങ്ങൾ : ଉଦ୍ଦେଶ୍ୟ, ଗରଜ, ଲାଭ
മറ്റ് ഭാഷകളിലേക്കുള്ള വിവർത്തനം :
Concern for your own interests and welfare.
egocentrism, egoism, self-centeredness, self-concern, self-interestഅർത്ഥം : ଯେ ସ୍ୱାର୍ଥରେ ଭରିଯାଇଛି ବା ନିଜ ମତଲବରେ ଥିବା ଲୋକ
ഉദാഹരണം :
ସ୍ୱାର୍ଥୀ ଲୋକଙ୍କଠାରୁ ଦୂରରେ ରୁହ
പര്യായപദങ്ങൾ : ସ୍ୱାର୍ଥପର, ସ୍ୱାର୍ଥପରାୟଣ
മറ്റ് ഭാഷകളിലേക്കുള്ള വിവർത്തനം :
जो स्वार्थ से भरा हुआ हो या अपना मतलब निकालनेवाला हो।
स्वार्थी लोगों से दूर रहो।Concerned chiefly or only with yourself and your advantage to the exclusion of others.
Selfish men were...trying to make capital for themselves out of the sacred cause of civil rights.അർത്ഥം : ଯେଉଁଥିରେ ନିଜ ସୁଖ ନିହିତ ଅଛି
ഉദാഹരണം :
ସେ ନିଜପାଇଁ କାମ କରୁଛି
പര്യായപദങ്ങൾ : ନିଜପାଇଁ, ସ୍ୱେଚ୍ଛାର୍ଥ