അർത്ഥം : ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍କର୍ମ କରିଥିବା ଲୋକଙ୍କ ଆତ୍ମା ନିବାସ କରେ
ഉദാഹരണം :
ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ
പര്യായപദങ്ങൾ : ଅମରାବତୀ, ଅମୃତଲୋକ, ଦେବଲୋକ, ସ୍ୱର୍ଗ ଲୋକ
മറ്റ് ഭാഷകളിലേക്കുള്ള വിവർത്തനം :
हिंदुओं के अनुसार सात लोकों में से वह जिसमें पुण्य और सत्कर्म करने वालों की आत्माएँ जाकर निवास करती हैं।
मनुष्य के अच्छे कर्म उसे स्वर्ग ले जाते हैं।(Christianity) the abode of righteous souls after death.
paradiseഅർത്ഥം : ମନମୋହକ ଏବଂ ସୁଖଦାୟକ ସ୍ଥାନ
ഉദാഹരണം :
ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ
പര്യായപദങ്ങൾ : ଅମୃତଲୋକ, ବୈକୁଣ୍ଠ
മറ്റ് ഭാഷകളിലേക്കുള്ള വിവർത്തനം :
Any place of complete bliss and delight and peace.
eden, heaven, nirvana, paradise, promised land, shangri-laഅർത്ഥം : ଇନ୍ଦ୍ରପୁରୀ ବା ଯେଉଁଠାରେ ଇନ୍ଦ୍ର ବାସ କରନ୍ତି
ഉദാഹരണം :
ଇନ୍ଦ୍ରଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର
പര്യായപദങ്ങൾ : ଅମରପୁରୀ, ଅମରାବତୀ, ଇନ୍ଦ୍ରପୁରୀ, ଇନ୍ଦ୍ରଲୋକ
മറ്റ് ഭാഷകളിലേക്കുള്ള വിവർത്തനം :
इन्द्र का लोक या वह स्थान जहाँ इन्द्र निवास करते हैं।
इन्द्रलोक के अधिपति इन्द्र हैं।അർത്ഥം : ଯେଉଁ ସ୍ଥାନରେ ସବୁ ସୁଖ ମିଳେ
ഉദാഹരണം :
ଏହି ଗାଁ ଆମ ପାଇଁ ସ୍ୱର୍ଗ
പര്യായപദങ്ങൾ : ଇନ୍ଦ୍ର ରାଇଜ, ଇନ୍ଦ୍ରପୁରୀ
മറ്റ് ഭാഷകളിലേക്കുള്ള വിവർത്തനം :