അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଆପଣା କୁଳର ଲୋକ
ഉദാഹരണം : ସ୍ୱଜନ କଲ୍ୟାଣ ଭାବନାରେ କାମ କରିବା ସମାଜର ହିତରେ ନୁହେଁ
പര്യായപദങ്ങൾ : କୁଟୁମ୍ବୀ, ପରିଜନ, ଭାଇବନ୍ଧୁ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अपने कुल के लोग।
അർത്ഥം : ଯାହାର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ବା ସଂପର୍କ ଥାଏ
ഉദാഹരണം : ଆତ୍ମୀୟଙ୍କଠାରୁ କଣ ଲୁଚେଇବି, ଆପଣ ତ ସବୁ ଜାଣନ୍ତି
പര്യായപദങ്ങൾ : ଆତ୍ମୀୟ, ଜ୍ଞାତି
वह जिसका अपने से संबंध या नाता हो।
അർത്ഥം : ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ഉദാഹരണം : ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
പര്യായപദങ്ങൾ : ବାନ୍ଧବ, ସଂପର୍କୀୟ, ସମ୍ପର୍କୀୟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह व्यक्ति जिससे कोई रिश्ता हो।
A person related by blood or marriage.
ഇൻസ്റ്റാൾ ചെയ്യുക