അർത്ഥം : ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ
ഉദാഹരണം :
କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି
പര്യായപദങ്ങൾ : ଇଚ୍ଛାନୁବର୍ତ୍ତି, ସ୍ୱତନ୍ତ୍ର, ସ୍ୱାଧୀନ, ସ୍ୱେଚ୍ଛାଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
अपनी इच्छा के अनुसार सब काम कर सकने वाला।
कुछ लोग स्वच्छंद जीवन जीना चाहते हैं।അർത്ഥം : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
ഉദാഹരണം :
ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
പര്യായപദങ്ങൾ : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ନିରଙ୍କୁଶ, ବାଧାହୀନ, ଯଥେଚ୍ଛାଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
जिसके लिए कोई अंकुश या रुकावट न हो।
हिटलर एक निरंकुश शासक था।