അർത്ഥം : ମାନସିକ ଆଘାତ ଆଦି କାରଣରୁ ମନରେ ଉତ୍ପନ୍ନ ହେଉଥିବା ବିଷାଦ
ഉദാഹരണം :
ସେହି ଘଟଣା ମନେ ପଡିଯିବାକ୍ଷଣି ସ୍ମୃତି ପୁନଶ୍ଚ ଚଳଚଞ୍ଚଳ ହୋଇଯାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
मानसिक आघात आदि के कारण होने वाली मन की दुखद स्थिति।
उस घटना की याद आते ही घाव फिर से ताज़ा हो जाता है।അർത്ഥം : ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ
ഉദാഹരണം :
ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ହିନ୍ଦୁ ଧର୍ମ-ଗ୍ରନ୍ଥ ମାନବ-ରଚିତ ଏବଂ ବେଦଠାରୁ ନିମ୍ନ ମାନର ବୋଲି ବିଚାର କରାଯାଏ
ഉദാഹരണം :
ସ୍ମୃତି ଭିତରେ ପୁରାଣ, ରାମାୟଣ ଆଦିର ଗଣନା ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
वे हिंदू धर्म-ग्रंथ जो मानव-रचित व वेदों से निम्न कोटि के माने जाते हैं।
पुराण, रामायण आदि की गणना स्मृति में होती है।അർത്ഥം : କୌଣସି ବ୍ୟକ୍ତି ସମ୍ବନ୍ଧରେ ସ୍ମରଣୀୟ ଘଟଣା ବା ଉଲ୍ଲେଖ
ഉദാഹരണം :
ମହାଦେବୀ ବର୍ମା ତାଙ୍କର ସଂସ୍ମରଣରେ ବହୁତ କିଛି ଲେଖିଛନ୍ତି
പര്യായപദങ്ങൾ : ସଂସ୍ମରଣ
മറ്റ് ഭാഷകളിലേക്കുള്ള വിവർത്തനം :
किसी व्यक्ति के संबंध की स्मरणीय घटनाएँ या उनका उल्लेख।
महादेवी वर्मा ने अपने संस्मरण में बहुत कुछ लिखा है।A written statement of facts submitted in conjunction with a petition to an authority.
memorialഅർത്ഥം : ସ୍ମରଣ ରଖିବାର ଶକ୍ତି
ഉദാഹരണം :
ଏହି ଅଧିକାରୀଙ୍କର ସ୍ମରଣ ଶକ୍ତି ବହୁତ ଦୂର୍ବଳ
പര്യായപദങ്ങൾ : ସ୍ମରଣ ଶକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
स्मरण रखने की शक्ति।
इस अधिकारी की स्मरण शक्ति बहुत कमज़ोर है।The power of retaining and recalling past experience.
He had a good memory when he was younger.അർത്ഥം : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
ഉദാഹരണം :
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
പര്യായപദങ്ങൾ : ସ୍ମରଣ
മറ്റ് ഭാഷകളിലേക്കുള്ള വിവർത്തനം :
The cognitive processes whereby past experience is remembered.
He can do it from memory.