അർത്ഥം : କୌଣସି ଯୁଦ୍ଧରେ ମରିଥିବା ଯୋଦ୍ଧାଙ୍କ ସ୍ମୃତିରେ ନିର୍ମିତ ସ୍ମାରକ
ഉദാഹരണം :
କାରଗିଲରେ ଶହୀଦ ହୋଇଥିବା ସୈନିକଙ୍କ ସ୍ମୃତିରେ ଏଠାରେ ଗୋଟିଏ ଶହୀଦସ୍ମାରକ ତିଆରି ହେଉଛି
പര്യായപദങ്ങൾ : ଶହୀଦସ୍ମାରକ
മറ്റ് ഭാഷകളിലേക്കുള്ള വിവർത്തനം :
वह स्मारक जो किसी युद्ध आदि में मरे योद्धा आदि की याद में बना हो।
कारगिल में शहीद हुए सैनिकों की याद में यहाँ एक शहीद स्मारक बनाया जा रहा है।അർത്ഥം : କୌଣସି ବିଶେଷ ଘଟଣା ବା ବ୍ୟକ୍ତିଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ସରଂଚନା
ഉദാഹരണം :
ଭାରତରେ ଅନେକ ଐତିହାସିକ ସ୍ମାରକ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष घटना या व्यक्ति की स्मृति में बनी हुई कोई संरचना।
भारत में बहुत सारे ऐतिहासिक स्मारक हैं।അർത്ഥം : ଜନ ସମ୍ପତ୍ତି ରୂପେଚିହ୍ନିତ ବା ଉଲ୍ଲେଖିତ ବା ସୁରକ୍ଷିତ ରହିଥିବା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର
ഉദാഹരണം :
ଦୁଇ କିମି ପରେ ଏହି ସ୍ମାରକୀୟ କ୍ଷେତ୍ର ପଡ଼େ ଜାଲିୱାଲାବାଲାବାଗ ଗୋଟିଏ ସ୍ମାରକୀୟ କ୍ଷେତ୍ର
പര്യായപദങ്ങൾ : ସ୍ମାରକୀୟ କ୍ଷେତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
वह महत्त्वपूर्ण क्षेत्र जो जन सम्पत्ति के रूप में अंकित या उल्लेखित और सुरक्षित हो।
यह स्मारकीय क्षेत्र दो किमी में फैला हुआ है।An important site that is marked and preserved as public property.
monumentഅർത്ഥം : ସ୍ମୃତିପାଇଁ ଦିଆଯାଇଥିବା ବା ରଖାଯାଇଥିବା ବସ୍ତୁ
ഉദാഹരണം :
ଏହି ଘର ଆମ ପୁର୍ବପୁରୁଷଙ୍କ ସ୍ମୃତିଚିହ୍ନ
പര്യായപദങ്ങൾ : ନିଶାଣ, ସ୍ମୃତିଚିହ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
स्मृति बनाए रखने के लिए दी या रखी हुई वस्तु।
यह घर हमारे पुरखों की निशानी है।