അർത്ഥം : ଭୁଲି ଯାଇଥିବା କଥା ପୁଣି ମନେ ପଡ଼ିଯିବାର ପ୍ରକ୍ରିୟା
ഉദാഹരണം :
ପିଲାଦିନେ ଶିକ୍ଷକଙ୍କଦ୍ୱାରା ଖାଇଥିବା ମାଡ଼ର ସ୍ମରଣ ହେଲା ମାତ୍ରେ ଉମେଶର ଦେହ ଶିତେଇଗଲା
പര്യായപദങ്ങൾ : ଅନୁସ୍ମରଣ
മറ്റ് ഭാഷകളിലേക്കുള്ള വിവർത്തനം :
भूली हुई बात फिर से याद आ जाने की क्रिया।
बचपन में शिक्षक द्वारा पड़ी मार का अनुस्मरण आते ही उमेश सहम गया।The process of remembering (especially the process of recovering information by mental effort).
He has total recall of the episode.അർത്ഥം : ନଅ ପ୍ରକାରର ଭକ୍ତିସମୂହ ମଧ୍ୟରୁ ସେହି ଭକ୍ତି ଯେଉଁଥିରେ ଉପାସକ ନିଜ ଦେବତାଙ୍କୁ ସବୁବେଳେ ମନେପକାଏ
ഉദാഹരണം :
କିଛି ଭକ୍ତ କାମ କରୁଥିଲେବି ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି
പര്യായപദങ്ങൾ : ସ୍ମରଣ ଭକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
(Hinduism) loving devotion to a deity leading to salvation and nirvana. Open to all persons independent of caste or sex.
bhaktiഅർത്ഥം : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
ഉദാഹരണം :
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
പര്യായപദങ്ങൾ : ସ୍ମୃତି
മറ്റ് ഭാഷകളിലേക്കുള്ള വിവർത്തനം :
The cognitive processes whereby past experience is remembered.
He can do it from memory.