അർത്ഥം : ପ୍ରବୃତ୍ତିର ଅଭାବ ଅଥବା ଚିତ୍ତ ବା ମନ ନ ନଇଁବାର ଅବସ୍ଥା
ഉദാഹരണം :
ଉଦ୍ୟମହୀନତା କାରଣରୁ ସେ ଜୀବନରେ ନିରାଶ ହୋଇ ରହିଗଲେ
പര്യായപദങ്ങൾ : ଅନିଚ୍ଛା, ଆଗ୍ରହହୀନତା, ଉଦ୍ୟମହୀନତା, ପ୍ରବୃତ୍ତିହୀନତା
മറ്റ് ഭാഷകളിലേക്കുള്ള വിവർത്തനം :
प्रवृत्ति का अभाव या चित्त या मन का झुकाव न होने की अवस्था।
अप्रवृत्ति के कारण वह जीवन से निराश रहने लगा है।അർത്ഥം : ବିମୁଖ ହେବାର ଅବସ୍ଥା ବା ଭାବ
ഉദാഹരണം :
ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
പര്യായപദങ്ങൾ : ଅପ୍ରସନ୍ନତା, ପ୍ରତିକୂଳତା, ବିମୁଖତା
മറ്റ് ഭാഷകളിലേക്കുള്ള വിവർത്തനം :
The trait of lacking enthusiasm for or interest in things generally.
apathy, indifference, numbness, spiritlessness