അർത്ഥം : ଗ୍ରହଣ ସମୟରେ ସୂର୍ଯ୍ୟ ଅଥବା ଚନ୍ଦ୍ର ଉପରେ ଛାୟା ପଡିବାର କ୍ରିୟା ବା ଗ୍ରହଣର ଆରମ୍ଭ
ഉദാഹരണം :
ଦୂରଦର୍ଶନରେ ସୂର୍ଯ୍ୟ ଗ୍ରହଣର ଆରମ୍ଭରୁ ନେଇ ମୋକ୍ଷ ପର୍ଯ୍ୟନ୍ତ ସମସ୍ତଦୃଶ୍ୟ ପ୍ରଦର୍ଶନ କରାଗଲା
മറ്റ് ഭാഷകളിലേക്കുള്ള വിവർത്തനം :
ग्रहण के समय सूर्य अथवा चन्द्रमा पर छाया पड़ने लगने की क्रिया या ग्रहण का आरंभ।
दूरदर्शन पर सूर्य ग्रहण का स्पर्श से लेकर मोक्ष तक का दृश्य दिखाया गया।അർത്ഥം : ସଂଭୋଗର ଏକ ପ୍ରକାର ବା ଆସନ ବା ରତି ବନ୍ଧ
ഉദാഹരണം :
ସ୍ପର୍ଶ ଷୋହଳ ରତିବନ୍ଧ ମଧ୍ୟରୁ ଗୋଟିଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବସ୍ତୁ ଅନ୍ୟ ବସ୍ତୁସହ ସଂଯୋଗ କରିବା ବା ଛୁଇଁବା ପ୍ରକ୍ରିୟା
ഉദാഹരണം :
ସାପୁଆକେଳା ବାରମ୍ବାର ସାପକୁ ସ୍ପର୍ଶ କରୁଥିଲାଅମ୍ଳ ସଂସ୍ପର୍ଶରେ ଆସିଲେ ଲିଟ୍ମସ୍ ପେପର ଲାଲ ହୋଇଯାଏ
പര്യായപദങ്ങൾ : ସଂସ୍ପର୍ଶ
മറ്റ് ഭാഷകളിലേക്കുള്ള വിവർത്തനം :